ମୁଖ୍ୟ ଖବର

ଆବାସ ଯୋଜନାରେ ଶ୍ରମିକ ମଜୁରୀ ଟଙ୍କା ହଡ଼ପ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ।

ବେଲଗୁଣ୍ଠା୧୬/୦୨/୨୦୨୪: ପ୍ରତ୍ୟେକ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଧ୍ୟମରେ ଘର ଯୋଗାଇ ଦିଆଯାଉଥିବା ବେଳେ ଘର ନିର୍ମାଣ ପାଇଁ ଆସିଥିବା ଅର୍ଥ ରାଶି ବ୍ୟତୀତ ଶ୍ରମିକ ମଜୁରୀ ରାଶିକୁ ହଡ଼ପ ନେଇ ଅଭିଯୋଗ
Read More

ବୌଦ୍ଧ RTO ବସନ୍ତ ମହାପାତ୍ର, ଗିରଫ l

ବୌଦ୍ଧ୧୬/୦୨/୨୦୨୪:  ୧୦ଟି ସ୍ଥାନରେ ଚାଲିଥିଲା ରେଡ, ଆୟର ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ଗିରଫ ହେଲେ ବସନ୍ତ ମହାପାତ୍ର l ଭିଜିଲାନ୍ସ ଜାଲରେ ଛଟପଟ ହେଉଥିଲେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More

ଜଳ ପାଇଁ ଧାରଣା ଦେଲେ ମହିଳା।

କଟକ୧୫/୦୨/୨୦୨୪: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତରଗତ ଗୋବିନ୍ଦପୁର ପଞ୍ଚାୟତ ମାଣ୍ଡୁକା ପାହାଡ଼ ରୁ ଓଏମସି ତରଫରୁ ଅଭଢ଼ା ଯୋଜନାରେ ଶ୍ରୀମନ୍ଦିର ର ସୋନ୍ଦର୍ଯ୍ୟ କରଣ ପାଇଁ ରାସ୍ ଲୀଲା ଏଣ୍ଟର ପ୍ରାଇଯେସ ଦ୍ଵାରା ପଥର ଖନନ ଚାଲିଛି। ଏହି ପଥର
Read More

ମାଓବାଦୀଙ୍କ ID ବିସ୍ଫୋରଣରେ ଦୁଇ SOG ଯବାନ ଗୁରୁତର,ଯବାନ ଙ୍କୁ ଭୀମଭୋଇ ମେଡିକାଲ ବଲାଙ୍ଗୀର କୁ ସ୍ଥାନାନ୍ତରିତ l

ବୌଦ୍ଧ୧୫/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ମାଓ ପିଛା ଛାଡ଼ୁନି l ବାରମ୍ବାର ମାଓ ପୋଷ୍ଟର, ସହିତ ସାମ୍ନା କରୁଛି ପୋଲିସ ଓ SOG ଯବାନ l ଆଜି ପୁଣି ମାଓବାଦୀ ଆତଙ୍କ ଖେଳାଇଛି ବୌଦ୍ଧ ଜିଲ୍ଲାରେ l ମାଓ ଙ୍କ IDବିସ୍ଫୋରଣରେ 2ଯବାନ
Read More

ମୁନିଗୁଡା ମୋ ବସଷ୍ଟାଣ୍ଡ ଲୋକାର୍ପିତ ।

ରାୟଗଡା୧୫/୦୨/୨୦୨୪: ବହୁଦିନର ପ୍ରତିକ୍ଷା ପରେ ମୁନିଗୁଡା ସ୍ଥିତ ଆମ ବସ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଆଜି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ୧୩ଟି ଜିଲ୍ଲାର ୨୦ଟି ଆମ ବସଷ୍ଟାଣ୍ଡ ଉଦଘାଟିନ କରିଛନ୍ତି । ବସଷ୍ଟାଣ୍ଡରେ ବସିବା, ଶୌଚାଳୟ,
Read More

ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ଼ (ଟାଟା) ଗେଟ୍ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିସ୍ଥାପନ ପରିବାରବର୍ଗଙ୍କ ଗଣଧାରଣା ଜାରି |

ଯାଜପୁର ୧୫/୦୨/୨୦୨୪:କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ଼ ଜମି ଅଧିଗ୍ରହଣ କରି କାରଖାନା ସ୍ଥାପନା କରିବା ପରେ ଏହା ବର୍ତମାନ ଟାଟା କମ୍ପାନୀ ଅଧୀନ ରେ ଅଛି |ଏହି କମ୍ପାନୀରେ ନିଜର ଭିଟାମାଟି ଜୀବିକା ହରାଇବା ପରେ ଜମି
Read More

କରଞ୍ଜିଆ ଠାରେ ଆରମ୍ଭ ହେଲା ଲକ୍ଷ୍ମୀ ବସସେବା, ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ମୟୂରଭଞ୍ଜ୧୫/୦୨/୨୦୨୪: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଆରମ୍ଭ ହେଲା ଆଜିଠାରୁ ଲକ୍ଷ୍ମୀ ବସ ସେବା।ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଆନୁଷ୍ଠାନିକ ଭାବେ
Read More

ଭିଜିଲାନ୍ସ ଜାଲରେ ବୌଦ୍ଧ RTO ବସନ୍ତ ମହାପାତ୍ର ।

ବୌଦ୍ଧ୧୫/୦୨/୨୦୨୪: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି। ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି ସ୍ଥାନରେ ଚଢଉ ଚାଲିଛି।
Read More

ଟାଟା କମ୍ପାନୀର ମନମାନି, ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ବିରୋଧରେ ଜନପ୍ରତିନିଧିଙ୍କ ଗଣ ଧାରଣା।

କେନ୍ଦୁଝର୧୨/୦୨/୨୦୨୪: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ପ୍ରାୟ ସମସ୍ତ ନିର୍ବାଚିତ କାଉନସିଲର ମାନେ ଟାଟା କମ୍ପାନୀର ନିଯୁକ୍ତି କ୍ଷେତ୍ରରେ ମନୋମୁଖୀ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ପାଳନରେ ବିଫଳତା ପ୍ରତିବାଦରେରେ ଶାନ୍ତିପୂର୍ଣ୍ଣ ଭାବେ ଦୁଇଦିନରୁ ଧାରଣାରେ ବସିଛନ୍ତି।ସୂଚନାଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବର
Read More

କାର୍ଯ୍ୟ ଦିବସରେ ସରକାରୀ ବାବୁଙ୍କ ଭୋଜି ଓ ଦାଣ୍ଡିଆ ନାଚ,କାର୍ଯ୍ୟାନୁଷ୍ଠାନ କେବେ?

କେନ୍ଦୁଝର ୧୨/୦୨/୨୦୨୪: ପାୱାର ଅଛି ବୋଲି ଏତେ ବହପ? କାର୍ଯ୍ୟଦିବସରେ ସରକାରୀ ବାବୁଙ୍କ ଭୋଜି ଓ ନାଚ। ବାଡ ଯଦି ଫସଲ ଖାଏ କହିବା କାହାକୁ?ସରକାରୀ ନିୟମକୁ ଫୁ କଲେ ଖୋଦ୍ ସରକାରୀ ଅଧିକାରୀ।ନିୟମ କାନୁନକୁ ଦଳି ଚକଟି ମଉଜ ମସ୍ତିରେ
Read More