ରାଜ୍ୟ

ପାଣିପାଇଁ ଡହଳବିକଳ ଗ୍ରାମବାସୀ

ଫୋକସ ପ୍ଲସ ୩/୬/୨୨(ଅନୁଗୁଳ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ଆମ୍ବସରମୁଣ୍ଡା ପଞ୍ଚlୟତ ର ହେଡ କ୍ୱାଟର ଆମ୍ବସରମୁଣ୍ଡା ଗ୍ରାମରେ ପାଣିର ଅଭାବ ଏପରି ଦେଖାଦେଇଛି ଯେ କହିଲେ ନ ସରେ । ୫୪୨ ବିଶିଷ୍ଟ ଏହି ୱାଡ଼ ରେ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ଜଳ ଯୋଗାଣହେଉଥିବା ବେଳେ ବର୍ତ୍ତମାନ ଖରାଦିନରେ ଜଳର ସମସ୍ୟା ର ଏପରି ଅଭାବ ଯୋଗୁଁ ଖାଇବା ,ପିଇବା,ଗାଧୋଇବା ସହିତ
Read More

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସି

ଫୋକସ ପ୍ଲସ ୩/୬/୨୨(ଲାଞ୍ଜିଗଡ): ଲାଞ୍ଜିଗଡ,ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ଗୁଡିକରେ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି!ହେଲେ ଏବେ ବି ଲାଞ୍ଜିଗଡ ବ୍ଲକ ର ବହୁ ଗାଁ ଯେଉଁଠିକି ମୌଳିକ ସୁଭିଧା ପହଞ୍ଚି ପାରି ନାହିଁ!ଏ ଭଲି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅଧୀନ ଆଦିବାସୀ ଅଦ୍ୟଷିତ
Read More

ଅବ୍ୟବସ୍ଥା ଘେରରେ ଛାତ୍ରବାସ୍ ହଷ୍ଟେଲ

ଫୋକସ ପ୍ଲସ ୩/୬/୨୨(ଦଶମନ୍ତପୁର): ଆମେ ରହିବା ଲାଗି ଆମକୁ ଭଲ ହଷ୍ଟେଲ ଗୃହ, ଶୌଚାଳୟ ବ୍ୟବସ୍ଥା, ସ୍କୁଲ ପାଚେରୀ ଓ ଶ୍ରେଣୀ କକ୍ଷ ଦିଅନ୍ତୁ। ନହେଲେ ଆମେ ସ୍କୁଲ ଛାଡ଼ି ଚାଲି ଯିବୁ, ସବୁ ବେଳେ ଜୀବନ କୁ ବାଜି ଲଗାଇ ଭୟ ଓ ଆତଙ୍କରେ ରହୁଛୁ। ଆମେ ନିଜକୁ ସୁରକ୍ଷା ମଣୁ ନାହୁଁ। ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ ମାଲକାନଗିରି
Read More

ପଞ୍ଚାୟତର ପ୍ରକଳ୍ପରେ ଅନିୟମିତତା ଅଭିଯୋଗ

ଫୋକସ ପ୍ଲସ ୨/୬/୨୨(ସୁନ୍ଦରଗଡ଼):ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ସଫଳ ରୂପାୟନ ହେବା ତ ଦୂରର କଥା ,ଗୋଟିଏ ପ୍ରକଳ୍ପକୁ ଦୁଇ ଦୁଇ ଥର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣ କରିବାରେ ବ୍ୟସ୍ତ ସରକାରୀ ଅଧିକାରୀ ବାବୁ ମାନେ।ଅନ୍ୟପଟେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ପକଳ୍ପ ନିର୍ମାଣ,ଏହିପରି ଏକ ଦୁର୍ନୀତି ଅଭିଯୋଗ
Read More

ସରକାର କା ମାଲ ଦରିଆ ମେ ଡାଲ୍

ଫୋକସ ପ୍ଲସ ୨/୬/୨୨(ଯାଜପୁର):ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ଅସନବାହାଳୀ ପ୍ରାଥମିକ ସ୍କୁଲରେ ହୋଇଥିବା ପାଚେରୀ କାର୍ୟ୍ଯ ନିମ୍ନ ମାନର ଅଭିଯୋଗ କରିଛନ୍ତି ସ୍କୁଲ କମିଟି ର ସଭାପତି ଓ ଗାଁ ଲୋକ ଦାନଗଦୀ ବ୍ଲକରେ ବିଭାଗୀୟ କାର୍ଯ୍ୟାଦେଶ ବଳରେଚାଲିଥିବା କୋଟିକୋଟି ଟଙ୍କାର କାମର ସ୍ବଛତାପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଅସନବାହାଲି ବିଦ୍ଯାଳୟ ର ପାଚେରୀ କାର୍ୟ୍ଯ ର ୨୦୧୮-୧୯ ବର୍ଷ କାର୍ଯ୍ୟାଦେଶ ତତ୍କାଳୀନ
Read More

ଆର ଏଲ୍ କମ୍ପାନୀର ଜୁଲମ୍

ଫୋକସ ପ୍ଲସ ୨/୬/୨୨(ବୌଦ୍ଧ):ବୌଦ୍ଧ ଜିଲ୍ଲା ଦେଇ ନୂତନ ଭାବେ ରେଲୱେ କାର୍ଯ୍ୟ କରୁଥିବା ଯେ ଆର୍ ଏଲ କମ୍ପାନୀ ଲୋକଙ୍କ ଉପରୁ ଜୋର୍ ଜବରଦସ୍ତ ହକ ବା ମୌଳିକ ଅଧିକାର ଛଡ଼ାଇ ନେବାକୁ ବସିଲାଣି।ଏପରି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସ ପୁର ପଞ୍ଚାୟତ ପୁରୁଣାପାଣି ଗାଁ ରୁ।ଆଗରୁ ସଂଯୋଗ ଥିବା ପୁରୁଣା ପାଣି ରୁ ଖଇରମାଲ ରାସ୍ତା ଉପରେ ରେଲୱେ ରାସ୍ତା ନିର୍ମାଣ କରି ସଂପୂଣ୍ଣ
Read More

ଉର୍ନତି ନାମରେ ମହା ଦୁର୍ନୀତି

ଫୋକସ ପ୍ଲସ ୨/୬/୨୨(କୋରେଇ):ଗ୍ରାମାଞ୍ଚଳ ର ଉର୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପାଣ୍ଠି ରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ଏହା ବର୍ତମାନ ଜନସାଧାରଣ ଙ୍କ ଉର୍ନତି ନହୋଇ କିଛି ଅସାଧୁ ସରକାରୀ କର୍ମଚାରୀ ଓ ସରକାରୀ ଦଳ ର କୁଜି ନେତା ମାନଙ୍କର ଉର୍ନତି ହେଉଛି , ଯାହା ଏବେ ସାରା କୋରେଇ ବ୍ଲକ ରେ ଦେଖିବାକୁ ମିଳୁଛି, ବ୍ଲକ କୁ
Read More

ନିର୍ବାହୀ ଅଧିକାରୀ ଙ୍କ ଘରେ ପେଟ୍ରୋଲ ବୋମା ଆକ୍ରମଣ।

ଫୋକସ ପ୍ଲସ ୨/୬/୨୨(ବାଲିମେଳା ):ନିର୍ବାହୀ ଅଧିକାରୀ ଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ତେବେ ଗତ କିଛିଦିନ ଧରି ବାଲିମେଳା କୁ ଆସିଥିବା ବିକାଶ ମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ
Read More

ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଫୋକସ ପ୍ଲସ ୨/୬/୨୨(କଳାହାଣ୍ଡି):କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଆବଶ୍ୟକ ଡାକ୍ତର ନିଯୁକ୍ତି, ଓ କାର୍ଯ୍ୟ ଆରମ୍ଭ ହେବା କୁ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣ ହେବା ରେ ବିଳମ୍ବ ଯୋଗୁଁ ଆଜି ଧର୍ମଗଡ ସେଡୁଲକାଷ୍ଟ ଫେଡରେସନ ତରଫରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ର ରୁ ଜଣା ଯାଏ ଯେ, ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନା ୧୯
Read More

ଅଘୋଷିତ ବିଦୂତ କାଟ, ଜଳୁଛି ଗଜପତି

ଫୋକସ ପ୍ଲସ ୨/୬/୨୨(ପାରଳାଖେମୁଣ୍ଡି): ଆଜିକାଲି ପ୍ରଖର ଖରା ର ତାପମାତ୍ରା ପ୍ରାୟ 40 ଡିଗ୍ରୀ ଥିବାବେଳେ, ଗଜପତି ବାସୀ କିଏ ଫ୍ୟାନ ତ କିଏ ଏସି ଆଉ କିଏ କୁଲର ର ବ୍ୟବହାର କରିଥିବାବେଳେ ଏଠାରେ ଅଘୋଷିତ ବିତୁତ କାଟ ଗଜପତିବାସୀଙ୍କୁ ଚିନ୍ତା ଏବଂ ହଇରାଣ ରେ ପକାଇଛି |ଦୁଃଖ ଏବଂ ପରୀତାପ ର ବିଷୟ ଯେ ଆମ ରାଜ୍ୟ ବିଦୂତ ଉତ୍ପାଦନ କରି ଅନ୍ୟ ରାଜ୍ୟ କୁ ବିକ୍ରି
Read More