ରାଜ୍ୟ

ବଣୁଆ ହାତୀ ନେଲା ବୃଦ୍ଧ ଙ୍କ ଜୀବନ I

ଫୋକସ ପ୍ଲସ 16/5/22 (ନୀଳଗିରି):ଔପଦା ର ନିକଟ ରେ ଥିବା ଜଙ୍ଗଲ କ୍ରମଶଃ  କ୍ଷୟ ହେବାକୁ ଲାଗୁଛି , ଖାଦ୍ୟ ଅଭାବ ଦେଖାଦେବାରୁ ବଣୁଆ ଜୀବଜନ୍ତୁ ମାନେ ଗାଁ ଆଡ଼କୁ  ଚାଲି ଆସୁଛନ୍ତି ।ନିରୀହ ଲୋକ ମାନେ  ଜୀବଜନ୍ତୁ ଙ୍କ ହାବୁଡ ରେ ପଡ଼ି କିଏ ଖଣ୍ଡିଆ ଖାବରା ହେଉଛି ତ ଆଉ କିଏ ଜୀବନ ହାରୁଛି , ଏହି ଭଳିଆ ଏକ ଜୀବନ୍ତ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା
Read More

ଚାଲିଗଲେ ବାପା ମା,ଏବେ ତିନି ଅନାଥ ଭାଇ ଭଉଣୀ ଙ୍କ ସାହାରା ହେଇଛି ବଡ଼ ଭଉଣୀ।

ପ୍ରଥମେ ବାପା ପରେ ମା ।ଦୁଇ ଦୁଇ ଜଣଙ୍କୁ ନେଇଗଲେ ଭଗବାନ।ଆଉ ଦୁନିଆ କଣ ଜାଣିନଥିବା ଚାରି ନିଷ୍ପାପ ସନ୍ତାନ ଏବେ ଅନାଥ।ବାପା ମା ଚାଲିଗଲା ପରେ ନିଜର ତିନି ଭାଇ ଭଉଣୀର ମା ବାପା ସାଜିଛି ନାବାଳିକା ବଡ଼ ଭଉଣୀ ମମତା।ହଁ ଦର୍ଶକ ବନ୍ଧୁ ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରୀଗୁମ୍ମା ପଞ୍ଚାୟତ ବିରିଗୁଡ଼ା ଗ୍ରାମର।ଗାଁ ର ନିହାତି ଗରିବ ତୁଳରାମ ଭତରା ନିଜ
Read More

ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼ାଇଲା ସାଇକ୍ରୀଷ୍ଣା ସହାୟତା ଫାଉଣ୍ଡେସନ I

ଫୋକସ ପ୍ଲସ 15/5/22 (କେନ୍ଧୁଝର):ଘସିପୁରା ବ୍ଲକ୍ ତାଳଗାଁ ଗ୍ରାମର ସ୍ୱର୍ଗତଃ ମହାନଦୀ ପାତ୍ରଙ୍କର ବିୟୋଗ ପରେ ଏକା ହୋଇଯାଇଥିଲେ ଦିବ୍ୟାଙ୍ଗ ପୁଅ ପଦିଆ ପାତ୍ର ଅଭାବ ଅନଟନ ଭିତରେ ମା,ପୁଅଙ୍କର ଦିନ କଟୁଥିଲେ l କିଛିଦିନ ପୁର୍ବରୁ ମା ମହାନଦୀ ପାତ୍ର ଅସୁସ୍ଥହୋଇ ଆନନ୍ଦପୁର ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ l ସାଇକ୍ରୀଷ୍ଣା ସହାୟତା ଫାଉଣ୍ଡେସନ ଏହି ଖବରପାଇ ଆବଶ୍ୟକୀୟ ସୁବିଧା ଓ ସହଯୋଗ କରିଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା
Read More

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ;କାନ୍ଦି କାନ୍ଦି ସାହଯ୍ୟ ମାଗୁଛି ମା

୩୦ ବର୍ଷ ଡୋଳିଙ୍କ ମୁହଁଟି ଆମେ ଆପଣଙ୍କୁ ସିଧା ସଳଖ ଦେଖାଇ ବାରେ କଷ୍ଟ ଅନୁଭବ କରୁଛୁ । କାରଣ ତାଙ୍କ ଶରୀର, ମୁହଁ ର ଅବସ୍ଥା ଏପରି ହୋଇଛି ଯେ ତାହା ଦେଖିବା ଅତି କଷ୍ଟଦାୟକ ଅଟେ । ଯେଉଁ ବୟସରେ ସେ ଫୁଲ ପରି ଉଡି ବୁଲିବା କଥା ସେହି ବୟସରେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ଛଟପଟ ହେଉଛନ୍ତି । ଏପରିକି
Read More

ଅବସରପ୍ରାପ୍ତ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ ଙ୍କ ପରଲୋକ ରେ ଶୋକ।

ଫୋକସ ପ୍ଲସ 15/5/22 (ମୟୁରଭଞ୍ଜ):ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗର ବସ୍ତି ରେ ଥିବା ନିଜ ବାସଭବନ ରେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ (୯୫) ଙ୍କ ଗତ ୧୩.୦୫.୨୦୨୨ ସକାଳ ସାତ ଟା ସମୟ ରେ ପରଲୋକ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ପୁତ୍ର ମନୁ ଚୌଧୁରୀ ଜଣେ ସକ୍ରିୟ ବରିଷ୍ଠ ବିଜେଡି ଦଳ ର ନେତା ଓ ପୁତ୍ର
Read More

କାହା ଛାତ୍ର ଚାୟା ରେ ଚାଲିଛି ନକଲି ସୋଢା କାରବାର ?

କାହା ଛାତ୍ର ଚାୟା ରେ ଚାଲିଛି ନକଲି ସୋଢା କାରବାର ? ଏତେ ପରିପଣ ର ନକଲି ସୋଢା ତିଆରି କରିବା ପାଇଁ ଲାଇସେନ୍ସ ଦେଲା କିଏ? ଫୋକସ ପ୍ଲସ 15/5/22 (କଳାହାଣ୍ଡି):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମଧ୍ୟରେ ଚାଲିଛି ବେଆଇନ ଭାବେ ସୋଢା ନିର୍ମାଣ l ଭବାନୀପାଟଣା କସାକେନ୍ଦୁ ରେ ଭିବିନ ପ୍ରକାର ମେସିନ ଜରିଆରେ ବିଭିନ୍ନ ରଙ୍ଗର ସୋଢା ବୋଟଲ ମାନଙ୍କ ରେ ଭର୍ତି କରି ମାର୍କେଟ
Read More

ହ୍ୟୁମାନ କେୟାର ଫାଉଣ୍ଡେସନ ତରଫରୁ ଅଗ୍ନି ବିପନ୍ନ ପରିବାରକୁ ସହାୟତା I

ଗତକାଲି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ଦିନ ୧୧ଟା ସମୟରେ ବିମଳା ସିଅଳ,ବାପା ଙ୍କ ନାମ-ପାଣୁ ଶିଅଳ ଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ଗ୍ରାମବାସୀ ମାନେ ନିଆଁ କୁ ଆୟତ କରିବା ସହ ଅଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଡ଼ା ଅଗ୍ନିଶମ ବିଭାଗର
Read More

ସୁନ୍ଦରଗଡର କର୍ଲା ପଞ୍ଚାୟତ ବାସୀଙ୍କ ପାଇଁ ଆସିବ ଖୁସିର ଦିନ ।

ସଦର ବ୍ଲକ ଅନ୍ତର୍ଗତ କର୍ଲା ପଞ୍ଚାୟତର ଅଧିବାସୀ ମାନଙ୍କ ଆୟ ଓ ଜୀବନ ଜୀବିକା ନିର୍ଭର କରେ କୃଷି ଉପରେ । କିନ୍ତୁ ଏହି ଅଞ୍ଚଳରେ ଲୋକଙ୍କ ପାନୀୟ ଜଳର ଅଭାବ ସହ ବିଶେଷ କରି ରବି ଫସଲ ପାଇଁ ପାଣି ର ଘୋର ଅଭାବ ରହିଛି । ସଦର ମହକୁମା ଠାରୁ ଏହି ଅଞ୍ଚଳ ପ୍ରାୟ ୩୫ କିଲୋମିଟର ଓ ବାମରା ପାଖରେ ଝାରସୁଗୁଡ଼ା ଜିଲ୍ଲାର ସୀମାରେଖା ହୋଇ
Read More

ସରକାରୀ ଚାଉଳ କୁ ଚଳୁ କରୁଛନ୍ତି ଠିକାଦାର…..

କମଳ ମତି ପିଲାଙ୍କ ପେଟକୁ ନାତ ମାରୁଛନ୍ତି ଠିକାଦାର , ମିଳିମିଶି ଚଳୁ କରୁଛନ୍ତି ମଧ୍ୟାନ୍ନ ଚାଉଳ…… ତାଳଚେର ର ବିଭିର୍ଣ୍ଣ ସ୍କୁଲରେ ଯୋଗାଉଥିବା ପିଡିସି ଚାଉଳର ଓଜନ ରେ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି.ତେବେ ସରକାର ଙ୍କ ମାଧ୍ୟ୍ୟlର୍ଣ୍ଣ ଭୋଜନ ଯୋଜନା ଏଠାରେ ବାଟବଣା ପରିଲିଖିତ ହୋଇଛି. ଏପରିକି ପ୍ରତି ସ୍କୁଲ କୁ ସରକାର ଯୋଗାଉଥିବା ୫୦ କେଜି ଚାଉଳ ବସ୍ତା ଡିଲର ଯୋଗାଉଥିବା ବେଳେ ତାହା
Read More

ଅସରାଏ ବର୍ଷାରେ ପାରଳା ପୌରପରିଷଦ କାର୍ଯ୍ୟାଳୟ ପାଶ୍ୱର୍ର ଚିତ୍ର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ସ୍ୱଚ୍ଛତା ଅଭିଯାନକୁ ଆଜି ଅସରାଏ ବର୍ଷା ପଦାରେ ପକାଇଦେଇଛି । ଚିତ୍ରଟିକୁ ଦେଖିଲ ସ୍ପଷ୍ଟଭାବେ ବାରି ହେଉଛି ଯେ, ପୌରପ୍ରଶାସନ କିଭଳି କାର୍ଯ୍ୟ କରୁଛି । ଆଜି ବାତ୍ୟା “ଅସାନି” ପ୍ରଭାବରେ ମଧ୍ୟାହ୍ନ ସମୟରେ ମାତ୍ର ୧୦ମିନିଟ ବର୍ଷା ହୋଇଥିଲା । ଏହି ବର୍ଷା ସାମାନ୍ୟ ଭାବେ ହୋଇଥିବା ବେଳେ ପୌରକାର୍ଯ୍ୟାଳୟ ପଛପଟେ ତଥା ମୁଖ୍ୟରାସ୍ତାରେ କୁଢ କୁଢ ଅଳିଆ ଆବର୍ଜନା
Read More