ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ…..

ପୁରୀ: ଅନୁଗୁଳ-ପୁରୀ ଫାଷ୍ଟ୍ ପାସେଞ୍ଜର ଟ୍ରେନରେ ନିଆଁ । ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ । ପୁରୀ ଷ୍ଟେସନରେ ପହଞ୍ଚବା ପୂର୍ବରୁ ନିଆଁକୁ ଆୟତ୍ତ କଲେ କର୍ମଚାରୀ । ତଦନ୍ତ ଆରମ୍ଭ କଲେ ବୈଷୟିକ ଟିମ୍ । ନିଆଁ, ଟେକ୍ସନ ମୋଟରରୁ ସଟସର୍କିଟ ହୋଇ ଲାଗିଥିଲା ।ପୁରୀରେ ପହଞ୍ଚିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ ।ମାଳତୀପାଟପୁର ଷ୍ଟେସନ ନିକଟରେ ଲାଗିଥିଲା ନିଆଁ । ଟ୍ରେନ ଚାଲୁଥିବା ସମୟରେ ଟ୍ରେନପଛ ପାଖ ଇଞ୍ଜୀନରୁ ନିଆଁ ଓ ଧୁଆଁ ବାହାରୁଥିବା କିଛି ଲୋକ ଦେଖି ଥିଲେ, ପୁରୀରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀ ମାନେ ଓହ୍ଲାଇ ପଡିଥିଲେ।

Leave a Reply

Your email address will not be published. Required fields are marked *