ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ର ତନାଘନା…

ଖଣି ଉପନିର୍ଦ୍ଧେଶକ ତାଳଚେର ଧରଣୀଧର ନାୟକଙ୍କ ଘରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ ହେଉଛି। ଭୁବନେଶ୍ୱରରେ ଥିବା ଘରେ ନଗଦ 5 ଲକ୍ଷରୁ…

ସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବ

ସମୁଦ୍ର ବେଳାଭୂମୀରେ ଏଣିକି ମିଳିବ ମଦନୂଆ ଅବକାରୀ ନୀତିରେ ପର୍ଯ୍ୟଟନକୁ ପ୍ରୋତ୍ସାହନସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବପର୍ଯ୍ୟଟନ ବିଭାଗ ଅନୁମତି ଆବଶ୍ୟକବାର୍‌ରେ ଡ୍ୟାନ୍ସ ପରିବେଷଣ…

ନୂଆଁଖାଇ ଉପଲକ୍ଷେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ନୂଆଁଖାଇ ଉପଲକ୍ଷେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ-ସେପ୍ଟେମ୍ବର ୯ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ-ବନ୍ଦ ରହିବ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ-ନୂଆଁଖାଇ ସେପ୍ଟେମ୍ବର ୮ ତାରିଖ…

ଜୀବନ ପ୍ରତି ବିପଦ ଥିବା ନେଇ,ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି…

AORA ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ,ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ,ସାମ୍ବାଦିକ ମାନଙ୍କୁ ସୁରକ୍ଷା ସଙ୍ଘର ପ୍ରଥମ ଦାୟିତ୍ୱ।

ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ପାଇଁ, ସାମ୍ବାଦିକ ମାନଙ୍କୁ ସୁରକ୍ଷା…

ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ

କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର…

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତ

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା !ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ମମତା ମହନ୍ତବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ମମତାଆସନ୍ତାକାଲି…