ଜନତା ମହାବିଦ୍ୟାଳୟରେ ଯୁବ ଓଡିଶା ଓ ନବୀନ ଓଡିଶା ମାଧ୍ୟମ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ |

ହିନ୍ଦୋଳ, ଢେଙ୍କାନାଳ୨୨/୧୨(ଫୋକସ ପ୍ଲସ); ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଜନତା ମହାବିଦ୍ୟାଳୟ ପରିସର ରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରୟୋଜିତ ମୋ ଓଡିଶା ଓ ନବୀନ ଓଡିଶା…

ଶ୍ରେଣୀ ଗୃହ ମରାମତି ନହେବାରୁ ସ୍କୁଲ ବାରଣ୍ଡାରେ ଚାଲିଛି ପାଠ ପଢା

ମୟୁରଭଞ୍ଜ: ଓଡିଶା ମାନଚିତ୍ରରେ ମୟୁରଭଞ୍ଜ ଜିଲ୍ଲା ସର୍ବ ବୃହତ ଜିଲ୍ଲା, ଏହି ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଗମନା ଗମନ ଏମିତି ବହୁ ଅସୁବିଧାରେ ଜିଲ୍ଲା ବାସି, ତାର…

ମ୍ୟାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି : ହରଡ଼ଗଣାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ…

ଭଙ୍ଗା ଆଜବେଷ୍ଟସ ତଳେ ରହି ଭବିଷ୍ୟତ ଗଡୁ ଛନ୍ତି ୪୦ ଜଣ ଅନ୍ତେବାସୀ ଛାତ୍ର। ହଷ୍ଟେଲରେ ଭଲ ଘର ଖଣ୍ଡେ ପାଇଁ ନିବେଦନ।

ଦଶମନ୍ତପୁର: ସରକାରୀ ନିୟମ ଅନୁସାରେ ଭଲ ଭାବରେ ଛାତ୍ର ମାନଙ୍କୁ ଖାଇବା କୁ ମିଳୁଛି। କିନ୍ତୁ ରହିବା ଲାଗି ଭଲ ଘର ଖଣ୍ଡେ ନାହିଁ। ଭଙ୍ଗା ଦଦରା…

୨୪ ଘଣ୍ଟାରେ ମାତ୍ର ୪ ସେକେଣ୍ଡ ପାଇଁ ଶୋଇଥାଏ ଏହି ପ୍ରାଣୀ, ବୈଜ୍ଞାନିକ ବି ଜାଣି ହେଲେ ଆଶ୍ଚର୍ଯ୍ୟ.

ଭୁବନେଶ୍ଵର: ମଣିଷ ହେଉ କି ପଶୁ-ପକ୍ଷୀ । କ୍ଳାନ୍ତ ତ ସମସ୍ତେ ହୋଇଥାନ୍ତି । ଖାସକରି ସେତେବେଳେ ଯେତେବେଳେ ସେମାନଙ୍କ ପାଖରେ ଛୋଟ ଛୁଆକୁ ସମ୍ଭାଳିବାର ଦାୟିତ୍ଵ…

‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ ପାଇଁ ମାର୍ଗଦର୍ଶିକା : ବଢ଼ିଲା ମେଧାବୃତ୍ତି ଓ ମେଧା ସଂଖ୍ୟା!!

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌ ପ୍ରଦାନ କରିବା ପ୍ରଣାଳୀକୁ ସରକାର ସରଳ କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍କଲାରସିପ୍‌…

କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ୭୫ବର୍ଷ ଅବସରରେ ଉଦଘାଟନ ହେଲା ହୀରକ ଜୟନ୍ତୀ ଉତ୍ସବ |

ମୟୁରଭଞ୍ଜ02/12/2023; ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ର ବିକାଶ ଧାରାରେ ବହୁ ମାତ୍ରାରେ ଶାମିଲ ତଥା ଅବଦାନ ଥିବା ଏକ ବହୁପୁରାତନ ଅନୁଷ୍ଠାନ ଯାହା ଚାରିପିଢୀ ଧରି ନିଜର…

ରେଭେନ୍‌ସାକୁ ମିଳିଲା ନାକ୍‌ର A++ ଗ୍ରେଡ୍‌, ଗ୍ରେଡ୍‌ ପାଇବାରେ ରାଜ୍ୟର ‌ପ୍ରଥମ ବିଶ୍ୱବିଦ୍ୟାଳୟ ହେଲା ରେଭେନ୍‌ସା |

କଟକ26/11/2023; ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍‌ (ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍‌ କାଉନ୍‌ସିଲ) ପକ୍ଷରୁ ‘ଏ ପ୍ଲସ୍ ପ୍ଲସ୍‌’ ଗ୍ରେଡ୍‌ ମିଳିଛି। ରାଜ୍ୟର ସରକାରୀ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ…

ଆଡ଼କଟା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଘାଟିତ l

ଗଣିଆ,୨୧.୧୧.୨୩ (ଫୋକସ ପ୍ଲସ) ସୋମବାରଦିନ ପୂର୍ବାହ୍ନରେ ଗଣିଆ ବ୍ଲକ ସ୍ଥିତ ବନମାଳୀ ବାରିକି ମହାବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି , SBI କ୍ଲର୍କ ପୋଷ୍ଟ ପାଇଁ ୮୦୦୦ ରୁ ଅଧିକ ପଦବୀ

କେଉଁମାନେ କରିପାରିବେ ଆବେଦନ ? କେମିତି କରିବେ ଆବେଦନ ? ଅର୍ଗସ ବ୍ୟୁରୋ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି । ଶହେ କି…

ପ୍ରଶାନ୍ତ ମହାସାଗରରେ ପଡ଼ିବ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରାଯାଇଥିବା ରକେଟ୍‌ର ଉପର ଭାଗ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇ ଯାଇଥିବା ‘ଏଲ୍‌ଭିଏମ୍‌୩ ଏମ୍‌୪’ ଲଞ୍ଚ୍‌ ଭେଇକ୍ଲ୍‌ର ଉପର ଅଂଶ ବା ଅଗ୍ରଭାଗ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିପଡ଼ିବ ବୋଲି ‘ଇସ୍ରୋ’ କହିଛି।…