ପ୍ରାର୍ଥୀ ପତ୍ର ନାକଚ ହେବା ପରେ ଗର୍ଭବତୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ଧାରଣା

ପ୍ରାର୍ଥୀ ପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ । ଜାତି ପ୍ରମାଣପତ୍ର ଅବୈଧ ଦର୍ଶାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ନିର୍ବାଚନ ଅଧିକାରୀ…