୧୦ ଡିଗ୍ରୀ ତଳକୁ ଖସିଲା ପାରଦ, ଆଗାମୀ ୩ ଦିନରେ ବଢିବ ଶୀତ ଲହରୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଶୀତର ମାତ୍ରା ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ପାରଦ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଥିବାରୁ…

ବାତ୍ୟା ‘ଦାନା’:ଏହି ସବୁ ଜିଲ୍ଲାରେ ବର୍ଷା

ଭୀଷଣ ବାତ୍ୟା ଦାନା ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲେ ବି ଗୁରୁବାର ଓ ଶୁକ୍ରବାର ଅଧାରୁ ଅଧିକ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…

ଭାସୁଛି ନେପାଳ !

କାଠମାଣ୍ଡୁ : ଗତ କାଲିଠାରୁ ନେପାଳର କିଛି ସ୍ଥାନରେ ଲଗାଣ ବର୍ଷା ହୋଇଥିଲା। ଯାହାଫଳରେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତାଘାଟ ସବୁଠି ଜଳମଗ୍ନ…

ପ୍ରବଳ ବର୍ଷାରେ ବେହାଲ ମାୟନଗରୀ

ମୁମ୍ବାଇ : ପ୍ରବଳ ବର୍ଷାରେ ବେହାଲ ମାୟନଗରୀ । ଲଗାଣ ବର୍ଷା କାରଣରୁ ସହରର ସ୍ଥିତି ପୂରା ସଙ୍ଗୀନ ହୋଇପଡିଛି। ମୁମ୍ବାଇରେ ପ୍ରବଳ ବର୍ଷା ଲାଗିରହିଛି ।…

୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର : ଆଜି ରାଜ୍ୟରେ ପ୍ରବଳ ଛେଚିବ ବର୍ଷା। ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ…

୧୫ ଜିଲ୍ଲାରେ ପ୍ରବଳ ଛେଚିବ !

ଭୁବନେଶ୍ୱର : ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଏକ ଲଘୁଚାପ କ୍ଷେତ୍ର। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଏହି ଲଘୁଚାପ…

ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତା

ସମ୍ବଲପୁର: ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତାହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ଜଳଭଣ୍ଡାରକୁ ସେକେଣ୍ଡକୁ ପ୍ରବେଶ କରୁଛି ୫୬, ୩୯୨ ଘନ…

ପୁଣି ଆସୁଛି ବଡ଼ ବର୍ଷା; ୨୨ ରୁ ପ୍ରବଳ ଛେଚିବ !

ଭୁବନେଶ୍ୱର, 19/09: ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଯାହା…

ଆଜିଠାରୁ ବର୍ଷା ପ୍ରଭାବ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

 ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇ ଝାଡ଼ଖଣ୍ଡ ମୁହାଁ ହୋଇଥିବା ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗତକାଲି ସକାଳ…

୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାବେଳେ ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଜ୍ଞାନ…