ଭୁକମ୍ପରେ ଥରିଲା ଦିଲ୍ଲୀ-ପାକିସ୍ତାନ !

ନୂଆଦିଲ୍ଲୀ, ୧୧/୦୯: ଭୂମିକମ୍ପରେ କମ୍ପିଲା ଦିଲ୍ଲୀ-ଏନସିଆର | ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ପ୍ରଭାବ ପଡିଥିବାର ସୂଚନା ମିଳିଛି | ଭୁକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୫.୭ ଥିଲା | ପାକିସ୍ତାନର ଖୈବର ପାଖ୍ତୁଖୱା ଏବଂ ପଞ୍ଜାବରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା | ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ |

ଏହି ଭଳି ତାଜା ଖବର ଜାଣିବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ |

Leave a Reply

Your email address will not be published. Required fields are marked *