HMP ଭୂତାଣୁ ନେଇ କେନ୍ଦ୍ର ଗାଇଡ ଲାଇନକୁ ଅପେକ୍ଷା

ଗାଇଡ୍‌ଲାଇନ ଆସିଲେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ରାଜ୍ୟ ସରକାର
ଏଯାଏଁ କେନ୍ଦ୍ର ନିକଟରୁ ଆସିନି କୌଣସି ଗାଇଡ୍‌ଲାଇନ୍‌
କେନ୍ଦ୍ର ଓ NCDC ବୈଷୟିକ ପରାମର୍ଶଦାତା କମିଟି ନିର୍ଦ୍ଦେଶକୁ ଅପେକ୍ଷା
HMP ଭୂତାଣୁ ସଂକ୍ରମଣରେ ଥଣ୍ଡା, ଜ୍ବର, କାଶ ସହ ନିମୋନିଆ ହେଉଛି
କୋଭିଡ ସମୟରୁ ରାଜ୍ୟରେ ଏଭଳି ସଂକ୍ରମଣର ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା ରହିଛି
LI, SARI Survelliance ଚାଲିଛି, ଜିଲ୍ଲାଗୁଡିକୁ survelliance ନିର୍ଦ୍ଦେଶ
ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଆକ୍ସିଜେନ ମହଜୁଦ ରହିଛି
ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡା. ବିଜୟ ମହାପାତ୍ର

Leave a Reply

Your email address will not be published. Required fields are marked *