ଓଡିଶା ଗସ୍ତରେ ଜେପି ନଡ୍ଡା

ଭୁବନେଶ୍ୱର : ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରଥମେ ଦିନ ୧୧ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପାର୍ଟି ଅଫିସରେ ରହିବେ । ସେହି ସମୟରେ ଦଳର ସମସ୍ତ ସାଂସଦ, ବିଧାୟକ, ଦଳର ସମସ୍ତ କର୍ମକର୍ତ୍ତା ଏବଂ ଦଳୀୟ ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ । ଏହାପରେ ସୁଆଣ୍ଡୋ ଗ୍ରାମକୁ ଯିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Leave a Reply

Your email address will not be published. Required fields are marked *