ମୁସଲମାନଙ୍କ ଅଞ୍ଚଳରେ କେବେ ରୁହନ୍ତୁ ନାହିଁ; ଏହା ମହିଳାମାନଙ୍କ ପାଇଁ ଅସୁରକ୍ଷିତ

ମୁମ୍ବାଇ, ୩୦/୦୭: ହିନ୍ଦୁ ହେବା ଅପରାଧ କି ନା ପଶୁ ପ୍ରେମୀ ହେବା ଅପରାଧ ନା ମୁସଲମାନଙ୍କ ଅଞ୍ଚଳରେ ରହିବା ଏକ ଅପରାଧ ? କିଛି ଏମିତି ପ୍ରଶ୍ନ କରିଛନ୍ତି ମହାରଷ୍ଟ୍ରର ମଲାଡ଼ସ୍ଥିତ ହିନ୍ଦୁ ମହିଳା ଆମ୍ରପଲି ଶର୍ମା | ସେ ପେସାରେ ଏକ ସାମ୍ବାଦିକା | ସୋସିଆଲ ମିଡ଼ିଆ X ଜରିଆରେ ମହିଳା ଜଣଙ୍କ ମୁସଲିମ ସମ୍ପ୍ରଦାୟକଙ୍କୁ ନେଇ କିଛି ସୂଚନା ଦେଇଛନ୍ତି | ମହାରଷ୍ଟ୍ରର ମଲାଡ଼ସ୍ଥିତ ମୁସଲିମ ମାନଙ୍କ ପଡୋଶୀ ହୋଇ ରହୁଛନ୍ତି ସାମ୍ବାଦିକା ଆମ୍ରପାଲି ଶର୍ମା | ଆମ୍ରପାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରି କହିଛନ୍ତି ଯେ, ତାଙ୍କ ପଡୋଶୀ ମୁସଲମାନ ସମ୍ପ୍ରଦାୟକ ମାନେ ତାଙ୍କୁ ବହୁତ ହଇରାଣ ହରକତ କରିବା ସହ ତାଙ୍କୁ ମୃତ୍ୟୁ ଧମକ ମଧ୍ୟ ଦେଉଛନ୍ତି | ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ହିନ୍ଦୁ ଧାର୍ମିକ ପରିଚୟ ପାଇଁ ତାଙ୍କୁ ଟାର୍ଗେଟ କରାଯାଉଛି ଏବଂ ସ୍ଥାନୀୟ ମୁସଲମାନ ମାନଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି |

ତାଙ୍କ କହିବାନୁସାରେ, ମୁସଲିମ ପ୍ରାଧାନ୍ୟ ଅଞ୍ଚଳରେ ରହୁଥିବା ସାମ୍ପ୍ରଦାୟିକ ଲୋକମାନେ ହିନ୍ଦୁମାନଙ୍କୁ ଧମକ ଦେଉଛନ୍ତି ଏବଂଆତ୍ମହତ୍ୟା କରିବାକୁ କିମ୍ବା ସେମାନଙ୍କ ବ୍ୟବସାୟ ତଥା ଘର ବିକ୍ରୟ କରିବାକୁ ପ୍ରବର୍ତ୍ତାଉଛନ୍ତି | ସେ ଅଭିଯୋଗ କରିଛନ୍ତି ଯେ ମୁସଲମାନ ମାନେ ହିନ୍ଦୁମାନଙ୍କୁ ଏହି ଅଞ୍ଚଳ ଛାଡିବାକୁ ବାଧ୍ୟ କରୁଛନ୍ତି | ସେମାନେ ହିନ୍ଦୁମାନଙ୍କୁ ବାହାନା କରି ହଇରାଣ କରୁଛନ୍ତି ଏବଂ ନିରୀହ ଜୀବ ମାନଙ୍କୁ ମାରି ଖାଇବାକୁ ଦେଇ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଆମ୍ରପାଲି | ତେବେ ଏହା କେବଳ ଜୀବ ହତ୍ୟା କରି ଖାଇବାକୁ ଦେବା ନୁହେଁ ବରଂ ଜଣେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରିବାର ମାମଲା ବୋଲି ସେ କହିଛନ୍ତି |

ସେ ଅଭିଯୋଗ କରିଛନ୍ତି ଯେ, ମୁସଲମାନମାନେ ତାଙ୍କ ଦ୍ୱାରରେ ମାଂସ ଫିଙ୍ଗିଥିଲେ ଏବଂ ଏହା ଗୋମାଂସ କିମ୍ବା ଅନ୍ୟ କୌଣସି ପ୍ରାଣୀର ମାଂସ ବୋଲି ସେ ନିଶ୍ଚିନ୍ତ ନୁହଁନ୍ତି | ସେ X ମାଧ୍ୟମରେ ଏହା ମଧ୍ୟ କହିଛନ୍ତି ଯେ, ମହମ୍ମଦ ଖାନ ଏବଂ ଆୟେଶା ତୁର୍କୀ ଦୁଇ ମୁସଲିମ ହିନ୍ଦୁମାନଙ୍କ ବିରୋଧରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି।

ସେ ତାଙ୍କ X ହ୍ୟାଣ୍ଡେଲରୁ ସେୟାର କରିଥିବା ଭିଡିଓରେ ଦେଖନ୍ତୁ କିପରି ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଥିବା ନିରୀହ ଜୀବଙ୍କୁ ଖାଇବାକୁ ଦେବା ସହ ପଶୁମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖାଯାଇଛି | ତାଙ୍କର ଗୋଟିଏ ପୋଷ୍ଟରେ ସେ ମାଲଭାନି, ମଲାଡ ଏବଂ ମୁମ୍ବ୍ରା ପରି ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ଘର କିଣିବା ବିରୋଧରେ ପରାମର୍ଶ ଦେଇଛନ୍ତି କାରଣ ଏହି ଅଞ୍ଚଳ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ଅଟେ |

ଅନ୍ୟ ଏକ ପୋଷ୍ଟରେ ସେ ପଚାରିଥିଲେ, “କାଶ୍ମୀର ଭଳି ମୁମ୍ବାଇରୁ ବି ଆମ ହିନ୍ଦୁ ମାନଙ୍କୁ ତଡା ଜୀବ କି ?” ଏକ ଭିଡିଓରେ ସାମ୍ବାଦିକା ଆମ୍ରପାଲି ପଚାରିଥିଲେ, “ଜଣେ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କ ଘର ରହିବା ଭୁଲ କି ? ମୁଁ ଧର୍ମ ନିରପେକ୍ଷ, କିନ୍ତୁ ଜଣେ ହିନ୍ଦୁ ହୋଇଥିବାରୁ ମୋର ଅସ୍ତିତ୍ୱ ପାଇଁ ସଂଘର୍ଷ କରିବାକୁ ପଡିବ, ମୁଁ ସେମାନଙ୍କର ଲକ୍ଷ୍ୟ ଏବଂ ମୁଁ ଏଠାରେ ପୀଡିତା | କୁଆଡେ ଯିବି ମୁଁ ?

ସେ ଆହୁରି ମଧ୍ୟ କହିଛନ୍ତି, “ହିନ୍ଦୁ ହେବା ଅପରାଧ ନା ପଶୁ ପ୍ରେମୀ ହେବା ଅପରାଧ ? ମୁସଲମାନଙ୍କ ପର୍ବ ବକରୀଦ ଦିନ ସେମାନେ ସମାଜରେ ଛେଳି ଟାଙ୍ଗିଥିଲେ ଏବଂ ଚାରିଆଡେ ରକ୍ତ ପ୍ରବାହିତ ହୋଇଥିଲା। ମୁଁ ଯେତେବେଳେ ପୋଲିସକୁ ଏହା କହିଥିଲି, ସେମାନେ ନିଶ୍ଚିତ କରିଥିଲେ ସେମାନେ ଆଲୋଚନା କରିବେ କିନ୍ତୁ କେହି ବି ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଆପଣଙ୍କୁ କହିରଖୁଛୁ ଯେ ତାଙ୍କ X ପ୍ରୋଫାଇଲ୍ ଅନୁଯାୟୀ ଅମ୍ରାପାଲି ଶର୍ମା ପୂର୍ବରୁ ଆଜ୍ ତକ୍ ଏବଂ ଆଇବିଏନ୍ 7 ଭଳି ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ ସହିତ ଜଡିତ ଥିଲେ |

Leave a Reply

Your email address will not be published. Required fields are marked *