NEET ପାଇଁ ଆବେଦନ ଆରମ୍ଭ

ନ୍ୟାସନାଲ ଏ ଲି ଜି ବି ଲି ଟି କମ୍ ଏଟ୍ରାନ୍ସ ଟେଷ୍ଟ ( ନୀଟ)୨୦୨୨ ଅନଲାଇନ ଆବେଦନ କରିବାକୁ ନ୍ୟାସନାଲ ଟେଷ୍ଟି ଏଜେନ୍ସି( ଏନଟିଏ) ବିଜ୍ଞପ୍ତି ପ୍ରକାଶ କରିଛି। ଦେଶ ର ସମସ୍ତ ମେଡିକାଲ କଲେଜ ରେ ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ନାମଲେଖାଇବା ପାଇ ଆସନ୍ତା ଜୁଲାଇ ୧୭ ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦେଶ ବ୍ୟାପୀ ମୋଟ୧୩ ଟି ଭାଷା ରେ ପରୀକ୍ଷା ଅନୁଷ୍ଠିତ ହେବ। ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଓ ଉଦ୍ଭିଦ ବିଜ୍ଞାନ,ବିଷୟକୁ ନେଇ ମୋଟ୍ ୨୦୦ ମାର୍କ ର ମଲ୍ଟିପଲ୍ ଚୟସ ପ୍ରଶ୍ନ ରହିବ। ପରୀକ୍ଷା ସମୟସୀମା ୨୦୦ ମିନିଟ୍ ରହିବ। ଏପ୍ରିଲ୍ ୬ ରୁ ମେ ୬ ପର୍ଯ୍ୟନ୍ତ ଆବେଦନ ତାରିଖ ରହିବ।

Leave a Reply

Your email address will not be published. Required fields are marked *