ଅନୁଗୁଳରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶ ପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା ।

ଅନୁଗୁଳରେ: ଚର୍ଚ୍ଚାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ବିଧାନସଭାରେ ମହିଳାଙ୍କ ଉପରେ ଅଶ୍ଳୀଳ ବିବୃତ୍ତିକୁ ନେଇ କଡା ସମାଲୋଚନା କରିବା ସହ ନିନ୍ଦା କରିଛି…