ତେଜୁଛି ଜିଲ୍ଲା ଦାବି,ଜିଲା ମାନ୍ୟତା ଦାବି ରେ  ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ , ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ବନ୍ଦ ଡାକରା l

ବଲାଙ୍ଗୀରି05/12/2023; ବଲାଙ୍ଗିର ଜିଲାର  କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ମଙ୍ଗଳବାର ଦିନ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି ।ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ…