ଆବାସ ଯୋଜନା ସାତସପନ, ୫ କେଜି ଚାଉଳ ଓ ୫ ଶହ ଟଙ୍କା ଭତ୍ତା ରେ ଚଳୁଛି ମାଁ ଓ ଝିଅର ଜୀବନ |

ବଲାଙ୍ଗୀର, ବେଙ୍ଗାମୁଣ୍ଡା18/12/2023; ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତ ଅନ୍ତର୍ଗତ ପୁଟୁପଡା ଗ୍ରାମର ପଦ୍ମିନୀ ବଛା । ତାଙ୍କ ୧ ପୁଅ ଓ ୪ ଝିଅ…