ବୋରିଗୁମ୍ମା ବ୍ଲକ ଅଫିସରେ ତାଲା ପକେଇଦେଲେ ଜନ ପ୍ରତିନିଧି |

ବୋରିଗୁମ୍ମା19/01/2024: ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ କୁ ତାଲା ପକାଇଲେ ସରପଞ୍ଚ ଓ ସମିତି ସଭ୍ୟ ସଂଘ। ୧୦ଦଫା ଦାବି ପୂରଣ ନେଇ ଏଭଳି ନିଷ୍ପତି ନେଇଛି ସଂଘ।ବ୍ଲକ…