କଂଗ୍ରେସ ସାଂସଦଙ୍କ ନିକଟରୁ ଜବତ ହୋଇଥିବା 351 କୋଟି ଟଙ୍କା କ’ଣ ହେବ?

ଧୀରଜ ସାହୁଙ୍କ ଉପରେ ଆଇ-ଟି ଚଢ଼ାଉ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମାଲିକାନାରେ ଥିବା ଓଡିଶା ଭିତ୍ତିକ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ…