ଆମୀର ଖାନ ‘ଦଙ୍ଗଲ’ ସହ-ତାରକା ସୁହାନୀ ଭଟନଗରଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି ।

ମୁମ୍ବାଇ ୨୩/୦୨/୨୦୨୪: ନିକଟରେ ଆମୀର ଖାନ ଫରିଦାବାଦରେ ଥିବା ‘ଦଙ୍ଗଲ’ ସହ-ତାରକା ସୁହାନୀ ଭଟନଗରଙ୍କ ଘରକୁ ଯାଇଥିଲେ। ନୀତିଶ ତିୱାରୀଙ୍କ ‘ଦଙ୍ଗଲ’ରେ ଜୁନିଅର ବାବିତା ଫୋଗାଟ ଭୂମିକାରେ…