ସୁଡ଼ଙ୍ଗ ଭିତରୁ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର ନେତୃତ୍ବ ନେଇଥିବା ବିଦେଶୀ କିଏ ଜାଣନ୍ତୁ

ନୂଆଦିଲ୍ଲୀ: ଦୀପାବଳି ଦିନ ସକାଳେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଥିଲା । ଏହି ଦୁର୍ଘଟଣାର ଶିକାର ହୋଇଥିବା ୪୧ଜଣ ଶ୍ରମିକ ଆଜି ପର୍ଯ୍ୟନ୍ତ ବି…