ବନ୍ୟଜନ୍ତୁଙ୍କୁ ସୁରକ୍ଷା କେବେ ?

ଫୋକସ ପ୍ଲସ ୩/୨/୨୩(ବ୍ୟୁରୋ):ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି ବନ୍ୟଜନ୍ତୁ। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ହାତୀ,ବାଘ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି। ଶିକାରୀଙ୍କ କବଳରେ…