ଖୋଲିଲା ୨୩ଟି ଜିଲ୍ଲାରେ ୩୦ଟି ନୂତନ ଥାନା ||

ଫୋକସ ପ୍ଲସ 10/1/2023(ଜଗତସିଂହପୁର): ରାଜ୍ୟର ୨୩ଟି ଜିଲ୍ଲାରେ ୩୦ଟି ନୂତନ ଥାନାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ…