ଜୋରଦାର ପ୍ରସ୍ତୁତି ଚାଲିଛି ମହିଳା ଆଇପିଏଲର ପ୍ରଥମ ସଂସ୍କରଣ

ଫୋକସ ପ୍ଲସ ୭/୨/୨୩(ବ୍ୟୁରୋ):ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ମାର୍ଚ୍ଚ ୪ରୁ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ । ମୁମ୍ବାଇରେ…