ଶାଳଗ୍ରାମରେ ତିଆରି ହେବ ଭଗବାନ ଶ୍ରୀ ରାମଙ୍କ ପ୍ରତିମା

ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ):ଅଯୋଧ୍ୟାରେ ନିର୍ମାଣାଧିନ ଭବ୍ୟ ଶ୍ରୀରାମ ମନ୍ଦିରରେ ଶୋଭା ପାଇବେ ଦିବ୍ୟ ଶାଳଗ୍ରାମରେ ପ୍ରସ୍ତୁତ ଶ୍ରୀରାମ ଓ ସୀତାଙ୍କ ବିଗ୍ରହ । ଏଥିପାଇଁ ନେପାଳରୁ ୨ଟି…