ଶିକ୍ଷୟତ୍ରୀଙ୍କ ଗଣ୍ଡଗୋଳ ପାଇଁ ବିଦ୍ୟାଳୟରେ ତାଲା |

ଫୋକସ ପ୍ଲସ 13/01/23(ରାୟଗଡ଼ା):ବିଦ୍ୟାର ମନ୍ଦିରରେ ତାଲା ନିଘୋଡ଼ ନିଦରେ ପ୍ରଶାସନ।ବାଡ ଯଦି ଖେତ ଖାଇବ କହିବା କାହାକୁ।ଦୁଇ ଶିକ୍ଷୟତ୍ରୀଙ୍କ ଗଣ୍ଡଗୋଳ ପାଇଁ ବିଦ୍ୟାଳୟରେ ତାଲା ମାରିଛନ୍ତି ଗ୍ରାମବାସୀ…