ବର୍ଷାଦିନ ପୂର୍ବରୁ ସମସ୍ତ ରାସ୍ତା କାମ ପୂନର ଉଦ୍ଧାର କାରିବା ପାଇଁ ପ୍ରଶାସନ ଲିଖିତ ପ୍ରତିଶୁତି ଦେବା ପରେ ଗଣଧାରଣ ପତ୍ୟାହାର!!!

ଜଗତସିଂହପୁର: ଏରସମା ବ୍ଲକ ଅଞ୍ଚଳର ରାସ୍ତା ସମସ୍ୟା କୁ ନେଇ ପାଞ୍ଚଟି ପଂଚାୟତବାସୀ ରସମା ବ୍ଲକର ଆମ୍ବିକି, ଜିରାଇଲୋ, ଗଡବିଶୁନପୁର, ଗଡହରିଶପୁର, ପଦମପୁର ପଂଚାୟତ ବିଭିନ୍ନ ଅଞ୍ଚଳରେ…