ଏମିତି ବି ଛାତ୍ର ହୋଇ ପାରନ୍ତି ରାଗିଂ

ଫୋକସ ପ୍ଲସ 29/12/2022(ପୁରୀ): ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ନିମାପଡ଼ା କଲେଜରେ ଦୁଇ ଛାତ୍ରଙ୍କୁ କଲେଜ ପରିସର ମଧ୍ୟରେ ଆଣ୍ଠେଇ ବାକୁ ବାଧ୍ୟ କରିବା ସହିତ କାନ…