ଲୋକସଭାକୁ ଡେଇଁଥିବା ଯୁବକ କିଏ? ଏହି ସାଂସଦଙ୍କ ନାମରେ ପରିଦର୍ଶକ ପାସ୍ ନେଇ ଲୋକ ସଭାକୁ ପଶିଥିଲେ 2 ଯୁବକ |

ନୂଆଦିଲ୍ଲୀ13/12(ଫୋକସ ପ୍ଲସ); ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁପଡିଥିବା ଯୁବକଙ୍କ ନାମ ସାଗର ବୋଲି କୁହାଯାଉଛି। ସାଂସଦ ଡାନିଶ ଅଲ୍ଲୀ କହିଛନ୍ତି ଯେ ଗୃହକୁ ଡେଇଁଥିବା ଯୁବକମାନେ ଜଣେ…