ତାରାଗାଁରେ କୃଷି ଭିତ୍ତିକ ଦିଆଲି ପର୍ବ ପାଳିନ……

ନବରଙ୍ଗପୁର04/01/2024; ନବରଙ୍ଗପୁର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ୯୦% ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଏହି ଜିଲ୍ଲାରେ…