ଶୀତକାଳୀନ ଅଧିବେଶନ ପାଇଁ ଲୋକସଭାରୁ ନିଲମ୍ବିତ ହୋଲେ 31 ବିରୋଧୀ ସାଂସଦ |

ନୂଆଦିଲ୍ଲୀ18/12 (ଫୋକସ ପ୍ଲସ); 31 ବିରୋଧୀ ସାଂସଦ ଶୀତକାଳୀନ ଅଧିବେଶନ ପାଇଁ ଲୋକସଭାରୁ ନିଲମ୍ବିତ ହୋଇଗଲେ | ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର ଆଧୀର ରଞ୍ଜନ ଚୌଧୁରୀ,…