ମାଓବାଦୀଙ୍କ ID ବିସ୍ଫୋରଣରେ ଦୁଇ SOG ଯବାନ ଗୁରୁତର,ଯବାନ ଙ୍କୁ ଭୀମଭୋଇ ମେଡିକାଲ ବଲାଙ୍ଗୀର କୁ ସ୍ଥାନାନ୍ତରିତ l

ବୌଦ୍ଧ୧୫/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ମାଓ ପିଛା ଛାଡ଼ୁନି l ବାରମ୍ବାର ମାଓ ପୋଷ୍ଟର, ସହିତ ସାମ୍ନା କରୁଛି ପୋଲିସ ଓ SOG ଯବାନ l ଆଜି ପୁଣି…