ଭିଜିଲାନ୍ସ ଜାଲରେ ବୌଦ୍ଧ RTO ବସନ୍ତ ମହାପାତ୍ର ।

ବୌଦ୍ଧ୧୫/୦୨/୨୦୨୪: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି। ଭୁବନେଶ୍ବର, ବୌଦ୍ଧ ଓ…