ଫୁଣି ଫେରିଲା ଦାଦନଙ୍କ ଶବ,ଜୟପାଟଣା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା ।

କଳାହାଣ୍ଡି ୧୬/୦୨/୨୦୨୪: ଜୟପାଟଣା ବ୍ଳକରେ ଥମୁନି ଦାଦନ ଯନ୍ତ୍ରଣା ,ପୁଣି ଜଣେ ଦାଦନ ଶ୍ରମିକ ହାଇଦ୍ରାବାଦରେ ସଡକ ଦୁର୍ଘଟଣାରେ ମୃତୁ । ଗାଁକୁ ଶବ ପହଞ୍ଚିଥିଲା ପରେ…