ସ୍ୱାମୀକୁ ବଞ୍ଚେଇବାକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ମହିଳା।

*ନର୍ଲା ଥାନାରେ ଏତଲା, *ହେଲେ ହେଉନି କାର୍ଯ୍ୟାନୁଷ୍ଠାନ। *ପୋଲିସ ଉପରୁ ଉଠୁଛି ଲୋକଙ୍କ ଆସ୍ଥା ବିଶ୍ୱାସ। ଫୋକସ ପ୍ଲସ ୦୧/୦୨/୨୦୨୪: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ…