ଟାଟା କମ୍ପାନୀର ମନମାନି, ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ବିରୋଧରେ ଜନପ୍ରତିନିଧିଙ୍କ ଗଣ ଧାରଣା।

କେନ୍ଦୁଝର୧୨/୦୨/୨୦୨୪: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ପ୍ରାୟ ସମସ୍ତ ନିର୍ବାଚିତ କାଉନସିଲର ମାନେ ଟାଟା କମ୍ପାନୀର ନିଯୁକ୍ତି କ୍ଷେତ୍ରରେ ମନୋମୁଖୀ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ପାଳନରେ ବିଫଳତା…