ଭାଇରଲ ହେଉଛି ଷ୍ଟାର କିଡ୍ ଙ୍କ ରୋମାଣ୍ଟିକ ପ୍ରପୋଜାଲ

ଫୋକସ ପ୍ଲସ(ବ୍ୟୁରୋ): ଆମୀର ଖାନଙ୍କ ଝିଅ ଇରା ଖାନ ବର୍ତ୍ତମାନ ସେଲିବ୍ରିଟି ଫିଟନେସ୍ ପ୍ରଶିକ୍ଷକ ନୁପୁର ଶିଖରଙ୍କୁ ଡେଟ୍ କରୁଛନ୍ତି |ଇନଷ୍ଟାଗ୍ରାମରେ ନିଜେ ପୋଷ୍ଟ କରିଛନ୍ତି ଇରା…