କଳାହାଣ୍ଡିରେ ଛତର ଯାତ୍ରାର ପ୍ରସ୍ତୁତି ବୈଠକ

ଫୋକସ ପ୍ଳସ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ମାଣିଙ୍କେଶ୍ୱରୀଙ୍କ ଆସନ୍ତା ୩ ତାରିଖରେ ହେବାକୁ ଥିବା ଛତର ଯାତ୍ରାକୁ ନେଇ ପ୍ରସ୍ତୁତି…