ଉତ୍ତରାଖଣ୍ଡର କୋଟୱାରରେ ବସ୍ ଖସିପଡି ୩୨ ଜଣଙ୍କର ମୃତ୍ୟୁ

ଫୋକସ ପ୍ଲସ (ବ୍ୟୁରୋ): ଉତ୍ତରାଖଣ୍ଡର କୋଟୱାର୍ ଜିଲ୍ଲାର ଏକ ଯାତ୍ରୀବାହୀ ବସ୍ ଏକ ଗଭୀର ଘାଟରେ ଖସିଯିବା ପରେ ୩୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ…