ସୋନିଆ ଗାନ୍ଧୀଙ୍କ ସହ ଫୋନ୍ ରେ କଥା ହେଲେ ଅଶୋକ ଗେହଲୋଟ୍

ଫୋକସ ପ୍ଲସ (ବ୍ୟୁରୋ): ରାଜସ୍ଥାନ କଂଗ୍ରେସରେ ଝଡ଼ ଜାରି ରହିଥିବା ବେଳେ ଅଶୋକ ଗେହଲୋଟ୍ ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିବା ଜଣାଯାଇଛି…