କରଞ୍ଜିଆ ଠାରେ ଆରମ୍ଭ ହେଲା ଲକ୍ଷ୍ମୀ ବସସେବା, ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ମୟୂରଭଞ୍ଜ୧୫/୦୨/୨୦୨୪: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଆରମ୍ଭ ହେଲା ଆଜିଠାରୁ ଲକ୍ଷ୍ମୀ ବସ ସେବା।ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ମୁଖ୍ୟ ଅତିଥି ଭାବେ ମହିଳା ଓ…