ପାକିସ୍ତାନରେ ନୂଆବର୍ଷ ପାଳନ ହେଲା ବ୍ୟାନ……..

ଦେଶବିଦେଶ29/12/2023; ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ-ହକ-କାକର ଗୁରୁବାର ଦିନ ଦେଶରେ ନୂତନ ବର୍ଷ ପାଳନକୁ ନିଷେଧାଦେଶ ଘୋଷଣା କରିଛନ୍ତି। ଜାତିର ଏକ ସମ୍ବୋଧନରେ କାକର ପାଲେଷ୍ଟାଇନୟମାନଙ୍କ ସହ…