ଘଟଣ ଅଞ୍ଚଳରେ ଏବେ ବାଘ ଆତଙ୍କ, ଗଛ ଚଢି ଆତ୍ମରକ୍ଷା କଲେ ମହିଳା |

ରାୟଗଡା02/12/2023; ମହାବଳ ବାଘ ଆତଙ୍କ ଏବେ ରାୟଗଡା- କନ୍ଧମାଳ ସୀମାନ୍ତ ଘଟଣ ଅଞ୍ଚଳରେ ଦେଖିବାକୁ ମିଳିଛି। ବାଘ ଦେଖି ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଜଣେ…