ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଅବଦୁଲ ରଜାକ କ୍ଷମା ମାଗିଛନ୍ତି।

ଫୋକସ ପ୍ଲୁସ15/11/2023; ଭାରତରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ୱକପରେ ସେମାନଙ୍କ କ୍ରିକେଟ୍ ଦଳର ପ୍ରଦର୍ଶନ କିପରି ଲଜ୍ଜାଜନକ ବୋଲି ପାକିସ୍ତାନରେ ଅନେକ ବିତର୍କ ଚାଲିଛି। ଏହିପରି ଏକ କାର୍ଯ୍ୟକ୍ରମରେ…