ଚର୍ଚ୍ଚାରେ ରଶ୍ମିକା ବିଜୟଙ୍କ ଲଭ୍ ଷ୍ଟୋରି |

ବଲିଉଡ25/11/2023; ବଲିଉଡରେ କୌଣସି ଫିଲ୍ମର ରିଲିଜ୍ ପୂର୍ବରୁ ଫିଲ୍ମ ବିଷୟରେ ଚର୍ଚ୍ଚା କମ ଆଉ ନାୟକ ନାୟିକା ମାନଙ୍କର ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା ଜୋର ଥାଏ।…