ଖାନଦାନୀ ଧନୀ ଧିରଜ ସାହୁ, ସ୍ଥାନୀୟ ଲୋକେ ତାଙ୍କ ବାସଭବନକୁ କହନ୍ତି ‘ହ୍ୱାଇଟ୍ ହାଉସ୍’, ୧୯୪୭ ମସିହାରେ ଦେଶକୁ ନଗଦ୪୭ ଲକ୍ଷ ଓ ୪୭ କେଜି ସୁନା ଦାନ କରିଥିଲେ ପରିବାର

କଂଗ୍ରେସର ଝାଡ଼ଖଣ୍ଡ ଲୋହରଦଗାରୁ ରାଜ୍ୟସଭା ସାଂସଦ ଧିରଜ ପ୍ରସାଦ ସାହୁ ଆଜିକାଲି ଖୁବ୍ ଚର୍ଚ୍ଚାରେ। ୬୪ ବର୍ଷିୟ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ ଓଡ଼ିଶା ଓ ଝାଡଖଣ୍ଡରେ…