ଆଜି ହୀରାକୁଦ ବନ୍ଧ ବିସ୍ଥାପିତ ପାଇବେ ପଟ୍ଟା, ମୁଖ୍ୟମନ୍ତ୍ରୀ କରିବେ ବଣ୍ଟନ

ଝାରସୁଗୁଡା: ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ପଟ୍ଟା ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ ଜମିପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ…