ନିଖୋଜ ବସ୍ ଡ୍ରାଇଭର ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ ।

କନ୍ଧମାଳ: ନିଖୋଜ ପର୍ଯ୍ୟଟକ ଗାଡି ଡ୍ରାଇଭର ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା…