ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ମୟୂରଭଞ୍ଜ ପୋଲିସ, ନଗଦ ୪୬ ହଜାର ଟଙ୍କା, ୮ଟି ମୋବାଇଲ ସହ ସୁନା ଗହଣା ଜବତ, ୬ ଗିରଫ ୭ଜଣଙ୍କ ହଜିଥିବା ମୋବାଇଲ ଫେରାଇଲେ ଏସପି ଏସପି ସୁଶ୍ରୀ

ମୟୂରଭଞ୍ଜ: ଦିନକୁ ଦିନ ବାରିପଦା ସହର ରେ ଚୋରି ଡକାୟତି ବଢିବାରେ ଲାଗିଛି ଆଉ ସହରର ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପଣ ନେଇଛନ୍ତି ନୂତନ ଭାବେ…