ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ମିଳିବ ସର୍ବୋତ୍ତମ ସୁବିଧା

ପୁରୀ: ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ମିଳିବ ସର୍ବୋତ୍ତମ ସୁବିଧା । ଟନେଲ ନୁହେଁ, ଭକ୍ତଙ୍କ ପାଇଁ ପୁରୀ ବଡ଼ଦାଣ୍ଡରେ ହେବ…