କେନ୍ଦ୍ର ସରକାର ଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ୧୬୨୮ କୋଟି ଟଙ୍କା ପ୍ରଦାନ!!!

ତାଳଚେର: କଳ୍ପନା ଜଳ୍ପନା ର ଅନ୍ତ ଘଟିଲା ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ ଉଦଘାଟନ ହେଲା.ମେଡ଼ିକାଲ କଲେଜ ମଧ୍ୟ ଖୁବ ଶୀଘ୍ର ଚାଲୁ ହେବ…